ଚେଇଁ ସୋଇଥିବ ଯିଏ, ତାକୁ ଉଠେଇବ କିଏ ?
ଜାଣି ଘୋଡା ର ଶିଙ୍ଗ ନାହିଁ , ଶିଙ୍ଗ ଥିଲେ ଘୋଡା ରଖନ୍ତା ନାହିଁ
#ବିଧି ଅନୁସାରେ ପ୍ରତେକ ପ୍ରାଣୀ ର ସାମର୍ଥ୍ୟ ସ୍ଥିର କରାଯାଇଛି
# ଜାଣି ଶୁଣି ନ ଜାଣିବା ପରି ବ୍ୟବହାର କରିବା
ହାତୀ ମଲେ ଲକ୍ଷେ, ବଂଚିଲେ ଲକ୍ଷେ
#ଗୁଣବାନ ଲୋକର ମହତ୍ବ ଜୀବିତ ଓ ମରଣତ୍ତର ଅବସ୍ଥା ରେ ସମାନ ବୋଲି ବିଚାର କରାଯାଏ
ପୋଷା ପୁଅ ଗୁଞ୍ଜ| ରୁଅ
#ଯେ ପ୍ରକୃତ ରେ ନିଜର ନୁହେଁ,ସେ କେବେ ନିଜର ପରି ବ୍ୟବହାର କରେନାହିଁ
କାଚ କାଚ ମଣି ମଣି,କର ବିକ୍ରେ ଜଣାଜଣି
#ପରୀକ୍ଷା ଫଳ ରୁ ନିଜର ଦକ୍ଷତା ଜଣାପଡେ
ଯାହା ନ ଦେଖିବ ବେନି ନୟନେ,ପରତେ ନ ଯିବ ଗୁରୁ ବଚନେ
#ନିଜେ ନ ଦେଖିଲା ପର୍ଯ୍ୟନ୍ତ ଅନ୍ୟ ମାନଙ୍କୁ ବିଶ୍ବାସ ନ କରିବା

No comments:
Post a Comment